logo

୬୦ ପିସି ବୋତଲ ବିଦେଶୀ ମଦ ଜବତ ୧ ଗିରଫ 

୬୦ ପିସି ବୋତଲ ବିଦେଶୀ ମଦ ଜବତ ୧ ଗିରଫ 

କଣିହାଁ ୨୭/୦୪ କଣିହା ଥାନା ପୋଲିସ ବେଆଇନ ବିଦେଶୀ ମଦ  ବିକ୍ରି କାରବାର କୁ ନେଇ ଶୁକ୍ରବାର ଜଣ କୁ ଗିରଫ କରି କୋଟ୍ ଚାଲାଣ କରିଛି l ଆଇ ଆଇ ସି ମନୋଜ କୁମାର ପ୍ରଧାନ ଙ୍କ ସୂଚନା ରୁ ଜଣାଯାଏ ଥାନା ର ପୋଲିସ ଟମ୍ ବେଆଇନ ମଦ କାରବାର କୁ ନେଇ ବଡତ୍ରିବିଡl ଓ ଛେଳିଆ ଗ୍ରାମ ରେ ପୋଲିସ ପେଟ୍ରୋଲିଂ ବେଳେ ଛେଳିଆ ଶୃଙ୍ଗିନାଳ ପୋଲ ପାଖ ଢାବା ରେ ମଦ ବିକ୍ରୀ କରୁଥିଲେ l ବଡତ୍ରିବିଡl ଗ୍ରାମର ଅଜୟ ପ୍ରଧାନ(୪୮) ଙ୍କ ଠାରୁ କିଙ୍ଗ ଫିସିର ବ୍ରାଣ୍ଡର ବିଦେଶୀ ମଦ ୬୦ ବୋତଲ ଜବତ ହୋଇଥିଲା l ଅକଳନ କୁ ନେଇ ଏହା ୬୦ ବୋତଲ ତଥା ୪୫  ଲିଟର ହିସାବ କରାଯାଇଛି l    ସଂପୃକ୍ତ ଅଭିଯୁକ୍ତ ଅଜୟ ପ୍ରଧାନ କୁ ୧୬୯/୨୪ ରେ ମାମଲା ରୁଜୁ କରାଯାଇ ଶନିବାର ଅଦାଳତ ବିଚାର ପାଇଁ ପଠାଯାଇ ଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି l

4
56 views